Accommodation
ନିୟମାବଳୀ
- ଅତିଥି ଭବନ ରେ ରହିବାକୁ ହେଲେ ସାଙ୍ଗରେ ତତ ସହିତ ଯେ କୋୖଣସି ଫୋଟୋ ପରିଚୟ ପତ୍ର ଅବଶ୍ୟ ଆଣିବାକୁ ପଡିବ (ଏହା ସମସ୍ତ ଅତିଥି ମାନଙ୍କ ପାଇଁ ପ୍ରଯୁଜ୍ୟ )
- ଅତିଥି ଭବନ ରେ ନିହାତି ବେଶୀ ରେ 3 ଦିନ ପାଇଁ ରହି ପାରିବେ ତଦୁର୍ଦ୍ଧ ରହିବାକୁ ହେଲେ ପରିଚାଳକଙ୍କ ପାଖରୁ ଅନୁମତି ନେବାକୁ ହେବ .
- ଏଠାରେ ଵ୍ୟଵହାର ନିମନ୍ତେ ଥିବା ସମସ୍ତ ଜିନିଷ ପତ୍ର ଠାକୁରଙ୍କର ସେଗୁଡିକୁ ଯତ୍ନର ସହ ଵ୍ୟଵହାର କରିବେ ସ୍ୱଛତା ପାଇଁ ଆସିଲେ ବେଳେ ସାଙ୍ଗରେ ବେଡ଼ସିଟ ଆଣିବାକୁ ହେବ|
- ନଜର ଜିନିଷ ପତ୍ର ସାବଧାନ ର ସହ ରଖିବେ | ଚୋରି ହେଲେ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ |
- ଘର ବନ୍ଦ କରି ଯଦି ବାହାରକୁ ଯିବାକୁ ପଡେ ସମସ୍ତ ପାଣି ଟିପଏ ଓ ବିଦ୍ୟୁତୁ ଜାତୀୟ ସରଞ୍ଜାମ ବନ୍ଦ କରି ଯିବେ |
- କୌଣସି ବାହାରର ଖାଦ୍ୟ ପଦାର୍ଥ ଏବଂ ମାଦକ ଦ୍ରବ୍ୟ ମନ୍ଦିର ପରିସରକୁ ଆଣିବେ ନାହିଁ ଏବଂ ଅଳିଆ ଆବର୍ଜନ ଏଣେ ତେଣେ ପକାଇବେ ନାହିଁ |
- କୌଣସି ବାହାରର ଖାଦ୍ୟ ପଦାର୍ଥ ଏବଂ ମାଦକ ଦ୍ରବ୍ୟ ମନ୍ଦିର ପରିସରକୁ ଆଣିବେ ନାହିଁ ଏବଂ ଅଳିଆ ଆବର୍ଜନ ଏଣେ ତେଣେ ପକାଇବେ ନାହିଁ |
- ଅତିଥି ଭବନ ରେ ରହିଲା ବେଳେ ଅଫିସ କାର୍ଯାଳୟ ରୁ ଚାବି ନେବେ ଏବଂ ଯିବା ବେଳେ କାର୍ଯାଳୟ ରେ ଦେବେ ଯଦି ବନ୍ଦ ଥାଏ ସୁରକ୍ଷା କର୍ମୀ କୁ ଘର ନମ୍ କହି ଚାବି ଫେରସ୍ତ କରିବେ
- ମହିଳା ମା ଏକା ଆସି ରହିବାକୁ ଅନୁମତି ନାହିଁ |
- ମନ୍ଦିର ପରିସରରେ ବୁଲିଲା ବେଳେ ହାଃଲ୍ଫ ପାଣ୍ଟ ଏବଂ ନାଇଟ ଜାତୀଯ ପୋଷାକ ପଵିଧ୍ୟାନ କରି ଘର ବାହାରକୁ ଆସିବେ ନାହିଁ .|
- ଅଗ୍ରାମୀ ଘର ବୂକିଙ୍ଗ କରିବାକୁ ହେଲେ F .C No ଏବଂ ସାଙ୍ଗରେ ଆସିବାକୁ ଥିବା ଅତିଥି ମାନଙ୍କର ଫୋଟୋ ପରିଚୟ ପତ୍ର whats app ଏବଂ agrhaya online ମାଧ୍ୟମ ରେ ପୈଠ କରିପାରିବେ |(ଯଦି Booking ଖାରଜ କରିବାକୁ ହୁଏ ଅତି କମ ରେ 4 ଘଣ୍ଟା ପୂର୍ବରୁ ଜଣାଇ ଦେବେ )